କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ: ଦେଶର ବିଭିନ୍ନ ଡାକ୍ତରଖାନା ଉପରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଇ-ପାଷ୍ଟ୍ ଓ ପୁଷ୍ପବୃଷ୍ଟି

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆକାଶରେ ଉଡ଼ିଲା ୩ ସେନାର ହେଲିକପ୍ଟର, ହେଲା ଫୁଲବର୍ଷା ନୂଆଦିଲ୍ଲୀ: ଆଜି କରୋନା ଯୋଦ୍ଧାଙ୍କୁ ସଲାମ କରିଛି ସାରା ଭାରତ। କେତେକ ହେଲିକପ୍ଟର ମାଧ୍ୟମରେ ହସ୍ପିଟାଲଗୁଡିକ ଉପରେ ଫୁଲବର୍ଷା କରାଯାଇଥିବାର ଦୃଶ୍ୟ ‌ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଗତ ହେଉଥିବା ସୂଚନା ଅନୁସାରେ, ଆଜି ସକାଳ ୧୦ଟା ପରେ ୩ ସେନା ପକ୍ଷରୁ କରୋନା ଯୋଦ୍ଧା ଡାକ୍ତର, ନର୍ସ,ମେଡିକାଲ ଷ୍ଟାଫ୍, ସଫାଇ କର୍ମଚାରୀ, ସୁରକ୍ଷା … Continue reading କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ: ଦେଶର ବିଭିନ୍ନ ଡାକ୍ତରଖାନା ଉପରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଇ-ପାଷ୍ଟ୍ ଓ ପୁଷ୍ପବୃଷ୍ଟି